କୁତାଖାଇ ଗଳିରେ ମହିଳାଙ୍କୁ ହତ୍ୟା ଘଟଣାରେ୨ ଜଣଙ୍କୁ ଗିରଫ

କଟକ ଓଡ଼ିଆ ବଜାର କୁତାଖାଇ ଗଳିରେ ମହିଳାଙ୍କୁ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି କଟକ ଡିସିପି।

ଟଙ୍କା ନେଣ ଦେଣ ଓ କିଛି ଆପତ୍ତିଜନକ ଫଟୋକୁ ନେଇ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ମହିଳାଙ୍କ ପୁଅ ଲାପଟପରେ କିଛି ଆପତ୍ତିଜନକ ଫଟୋ ଥିଲା, ଏଥିପାଇଁ ମହିଳାଙ୍କୁ ହତ୍ୟା କରି ଲାପଟପ୍‌କୁ ଗାଏବ୍ କରି ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes