କଟକ ଓଡ଼ିଆ ବଜାର କୁତାଖାଇ ଗଳିରେ ମହିଳାଙ୍କୁ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି କଟକ ଡିସିପି।
ଟଙ୍କା ନେଣ ଦେଣ ଓ କିଛି ଆପତ୍ତିଜନକ ଫଟୋକୁ ନେଇ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ମହିଳାଙ୍କ ପୁଅ ଲାପଟପରେ କିଛି ଆପତ୍ତିଜନକ ଫଟୋ ଥିଲା, ଏଥିପାଇଁ ମହିଳାଙ୍କୁ ହତ୍ୟା କରି ଲାପଟପ୍କୁ ଗାଏବ୍ କରି ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି।