ରାଷ୍ଟ୍ରପତି ଶପଥ ଗ୍ରହଣ ଅବସରରେ ବ୍ଲକ ତରଫରୁ ଶୁଭେଚ୍ଛା

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଅବସରରେ ଆଜି ଉଦଳା ବ୍ଲକ କାର୍ଯ୍ୟାଳୟରେ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି ଉଦଳା ବ୍ଲକ ବିଡିଓ ଦେବଜାନୀ ଭୂୟା, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ରଜନୀ ଦାସ।

ବ୍ଲକ କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes