କୀର୍ତ୍ତିରାଜିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି: ମିନାକ୍ଷୀ ଲେଖି

କୋଣାର୍କ ମନ୍ଦିରର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି କହିଛନ୍ତି, ବିଭିନ୍ନ ଆଇଆଇଟିର ବୈଷୟିକ ସହଯୋଗ ନିଆଯାଇଛି, ଅବକ୍ଷୟ ହେଉଥିବା ପଥରର ସଂରକ୍ଷଣ ପାଇଁ କେମିକାଲ ଟ୍ରିଟ୍‌ମେଣ୍ଟ କରାଯାଉଛି।

ଭର୍ତ୍ତି ହୋଇଥିବା ବାଲିକୁ ନିଷ୍କାସନ ପାଇଁ କାମ ଆରମ୍ଭ ହୋଇଛି। ବାଲି ବାହାର କରିବା ପରେ କେତେ ସୁରକ୍ଷିତ ରହୁଛି ଅନୁଧ୍ୟାନ ହେବ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes