ଅତିରିକ୍ତ ସିଭିଲ ସପ୍ଲାଇ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘର ଓ ଅଫିସ୍‌ରେ ରେଡ୍‌ କରିଛି ଭିଜିଲାନ୍ସ।

ଭୁବନେଶ୍ୱରରେ ୪ଟି ଘରେ, ଭଞ୍ଜନଗର ଅଫିସ, ଭଡ଼ା ଘରେ ରେଡ୍‌ ଚାଲିଛି। ମୟୂରଭଞ୍ଜରେ ଥିବା ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes