ଖବର ପ୍ରକାଶିତ ପରେ ମରାମତି ହେଲା ନଳକୂପ

ସୋନପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚମ୍ପାପୁର ଠାରେ ବହୁ ଦିନ ହେବ ନଳକୂପ ଅଚଳ ଅବସ୍ଥାରେ ପଡିରହିଥିବା ନେଇ ‘ଓଡ଼ିଶା ଲୋକାଲ’ରେ ଖବର ପ୍ରକାଶିତ ହୋଇଥିଲା।

ଖବର ପ୍ରକାଶିତ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ନଳକୂପକୁ ମରାମତି କରିଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes