କିଶାନ ଜନଜାତି ସମ୍ପ୍ରଦାୟ ର ନୃତ୍ୟ

ଓଡ଼ିଶା ରେ ପ୍ରାୟ ଷାଠିଏ ପ୍ରକାର ଜନଜାତି ବସବାସ କରୁଥିବା ବେଳେ, ସେମାନଙ୍କ ମଧ୍ୟରେ କୁଣୁହା କିସାନ ସମ୍ପ୍ରଦାୟ ଏକ ପ୍ରମୁଖ ଜନଜାତି ।

ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠାନ ରେ ସାମୁହିକ ନୃତ୍ୟ ଏକ ନିଆରା ପରମ୍ପରା , ଆଦିବାସୀ ଜନଗଣଙ୍କ ମଧ୍ୟରେ ସାମୁହିକ ନୃତ୍ୟ ବାଦ୍ୟ ଓ ସଙ୍ଗୀତ କେଉଁ ଆଦିମ କାଳରୁ ସମାନତା ଓ ସାମ୍ୟତା ର ପ୍ରତିଫଳନ କରେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes