ଉଗ୍ରତାରା ଉନ୍ନତମୂଳକ କାର୍ଯ୍ୟ ଦେଖିଲେ ଓଟିଡିସି ଅଧ୍ୟକ୍ଷା

ଆଜି ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ମା ଉଗ୍ରତାର ମନ୍ଦିର ପ୍ରାଗଣରେ ଚାଲିଥିବା ଉନ୍ନତମୂଳକ କାର୍ଯ୍ୟକ୍ରମ ବିଷୟ ଆଜି ବୁଲି ଦେଖିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର l

ତାଙ୍କ ସହ ସରପଞ୍ଚ କିଶୋର ରାଉତରାୟ ଓ ଅନ୍ୟମାନେ ଉପସ୍ଥିତି ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes