କନେଷ୍ଟବଲଙ୍କ ଆତ୍ମହତ୍ୟା

ବାଲେଶ୍ଵର ରିଜର୍ଭ ପୋଲିସ୍ ଷ୍ଟାଫ କ୍ଵାଟର୍ ରେ କନେଷ୍ଟବଳ କରୁଣାକର ବେହେରା ପରିବାର ଲୋକେ ନଥିବା ବେଳେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବ ଜବତ୍ କରିବା ସହ ଆତ୍ମହତ୍ୟାର କାରଣ ନେଇ ତଦନ୍ତ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes