ଶିଳ୍ପ ଗୁରୁ ପଦ୍ମବିଭୂଷଣ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଆସନ୍ତା କାଲି ସୋମବାର ସନ୍ଧ୍ୟା ୫ରେ ଭୁବନେଶ୍ବର ଜୟଦେବ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବ।
ଏଥିରେ ରାଜ୍ୟପାଳ, ମନ୍ତ୍ରୀ ବିଧାୟକ ଓ ଅନେକ ଜଣାଶୁଣା ଲୋକ ଯୋଗ ଦେବେ ବୋଲି ଆୟୋଜକ ଶିଳ୍ପ ଗୁରୁ ରଘୁନାଥ ସ୍ମୃତି ସଂସଦ ଆଜି ସୁଚନା ଦେଇଛି।