ଓଡିଶା ହାଉସିଂ ବୋର୍ଡ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ନିୟନ୍ତ୍ରଣ

ଭୁବନେଶ୍ୱରସ୍ଥିତ ଓଡିଶା ହାଉସିଂ ବୋର୍ଡ କାର୍ଯ୍ୟାଳୟରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି l ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଏହାକୁ ନିୟନ୍ତ୍ରଣ କରିଥିବା ଓ କୌଣସି କ୍ଷୟକ୍ଷତି ହୋଇନଥିବା କର୍ତ୍ତୃପକ୍ଷ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes