ବ୍ରାହ୍ମଣୀରେ ଛାତ୍ର ନିଖୋଜ, ଦୁଇ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀର ଗନ୍ଦିଆ ଥାନା ଅନ୍ତର୍ଗତ ନୂଆପଡା-ବାଲିପଡା ଘାଟରେ ଆଜି ଗାଧୋଉଥିବା ବେଳେ ତିନି ଜଣ ଛାତ୍ର ଭାସିଯାଇଥିଲେ l ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି l

ତାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes