କଲଭର୍ଟରେ ପିଟି ହେଲା ବୋଲେରୋ, ୨ମୃତ ୩ ଗୁରୁତର

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନିକଟରେ ବିବାହ ଉତ୍ସବରେ ଯୋଗଦେଇ ଶୁକୃଳିରୁ ଫେରିବା ବେଳେ କଲଭର୍ଟରେ ବୋଲେରୋ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି ।

ଆହତଙ୍କ ମଧ୍ୟରୁ ୨ ଜଣ ମେଡିକାଲରେ ଭର୍ତ୍ତି, ଜଣେ କଟକ ସ୍ଥାନାନ୍ତର ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes