ନନ୍ଦନକାନନ ପରିସରରେ ପର୍ଯ୍ୟଟକଙ୍କୁ ଆକ୍ରମଣ

ନନ୍ଦନକାନନ ସଫାରି ଷ୍ଟେସନରେ ଗତକାଲି ଛତିଶଗଡ଼ରୁ ଆସିଥିବା ୨୬ ଜଣ ପର୍ଯ୍ୟଟକଙ୍କୁ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିବାରୁ ୫ ପର୍ଯ୍ୟଟକ ଆହତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

କିଛି ଆକ୍ରମଣକାରୀଙ୍କୁ ଅଟକ ରଖିଛି ପୁଲିସ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes