ସର୍ବ ଭାରତୀୟ କରାଟେରେ ସ୍ବର୍ଣ୍ଣ ଜିତିଲେ ରିତିକ

ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପକ୍ଷରୁ ଆୟୋଜିତ ଇଷ୍ଟ ଇଣ୍ଡିଆ କରାଟେ ଚମ୍ପିୟାନସିପରେ ବଡ଼ଚଣାର ରିତିକ ବରାଳ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ଏହି ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ସାରା ଭାରତରୁ ପ୍ରାୟ ୨୦୦୦ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes