କରାପଲ୍ଲୀ ପଞ୍ଚାୟତରେ ବିଶ୍ଵ ଶ୍ରମିକ ଦିବସ ପାଳିତ

କରାପଲ୍ଲୀ ପଞ୍ଚାୟତରେ ଆଜି ଶ୍ରମିକ ଦିବସ ଅବସର ରେ ଶ୍ରୀ ଚନ୍ଦ୍ର କଳ୍ପେଶ୍ୱର କୋଠା ବାଡି ନିର୍ମାଣ ଶ୍ରମିକ ସଂଘ କରାପଲ୍ଲୀ ସରପଞ୍ଚ ଏସ.ମେନକା ରେଡ଼ି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାନେତ୍ରୀ ରାଜେଶ୍ଵରୀ ଦୋରା,ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧକ୍ଷା ସିଏଚ ଉଷାରାଣୀ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes