ଗିରଫ ପରେ ଅସୁସ୍ଥ ବିଧାୟକ ସୁବାଷ ପାଣିଗ୍ରାହୀ ହସ୍ପିଟାଲରେ ଭର୍ତ୍ତି

ତିଳେଇବଣି ବିଧାୟକ କୃଷଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ବିଧାୟକ ସୁବାଷ ପାଣିଗ୍ରାହୀ ଓ ଦୁଇ ସହଯୋଗୀ ଅକାଳୁ ଧଳ ଓ କୁମରମଣି ସାହୁଙ୍କୁ ଆଜି ପୁଲିସ ଭୁବନେଶ୍ୱରରୁ ଗିରଫ କରି ଦେବଗଡ଼ ସିଜେଏମଙ୍କ କୋର୍ଟରେ ହାଜର କରାଇଛି l

ତାଙ୍କ ଜାମିନ ଶୁଣାଣିକୁ କୋର୍ଟ ଛଅ ଦିନ ସଂରକ୍ଷିତ ରଖିବା ସହ ସ୍ୱାସ୍ଥ୍ୟ ଖରାପ ଥିବାରୁ ବିଧାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes