କବିତା ପୁସ୍ତକ ‘ଦେହ ଦପ୍ତର’ ଲୋକାର୍ପିତ

ଭୁବନେଶ୍ୱରର ବୁଦ୍ଧ ମନ୍ଦିର ପରିସରରେ ଆଜି ପୂର୍ବତନ ପ୍ରଶାସକ ତଥା କବି ମହେନ୍ଦ୍ର ମଲ୍ଲିକଙ୍କ କବିତା ପୁସ୍ତକ ‘ଦେହ ଦପ୍ତର’କୁ ବିଦ୍ୟାଳୟ ଓ ଗଣଶିକ୍ଷା ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଲୋକାର୍ପଣ କରିଛନ୍ତି l
ଏହି କାର୍ଯ୍ୟକ୍ରମରେ କଥାକାର ଦାଶ ବେନହୁର ଓ ଆଲୋଚକ ଡ.ବେଣୁଧର ପାଢ଼ୀ ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes