ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବରାଳ ବନ୍ଧ ରେ ଆଜି ମୃତ ଦେହ ଭାସୁଥିବା ଦେଖି ପୁଲିସ୍ କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ୍ ପଠାଇଛି।
ମୃତକ ଜଣକ ହେଲା ଅଜଣା ବୟସ ପ୍ରାୟ ୨୨ କିଛିଦିନ ହେଲା ପାଗଳ ହୋଇ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିବା ଜଣାପଡିଛି।