କଟକରେ ସେକ୍ସ ରାକେଟ ଠାବ

କଟକ ଜିଲ୍ଲା ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରେ ଚଢାଉ କରି ସେକ୍ସ ରାକେଟ ଠାବ କରିଛି କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ।

୫ ଦେହଜୀବୀ ଓ ରାଣୀ ମହୁମାଛି ସମେତ ୨ ଗ୍ରାହକଙ୍କୁ ଅଟକ ରଖିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes