ମହିଳା ହାର୍ଡକୋର ମାଓବାଦୀ ସହ ୨ ଗିରଫ

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀ ଗାଁରେ ସିଆରପିଏଫ ଓ ଏସ୍ଓଜିର ଚଢାଉ କରି ଗିରଫ କରିଛନ୍ତି।

ମହିଳା ମାଓବାଦୀ ଏରିଆ କମିଟିର ସଦସ୍ୟ ପୂଜା ମାଣ୍ଡୋଭି ଗିରଫ ହୋଇଛନ୍ତି। ସେ ନୂଆପଡ଼ା ଡିଭିଜନରେ ବିଭିନ୍ନ ଗୁଳିକାଣ୍ଡରେ ସାମିଲ ଥିଲା। ଅନ୍ୟ ଜଣେ ଗିରଫ ମାଓବାଦୀ ମିଲିସିଆ କ୍ୱାକ୍ ସମୁଦ୍ର ବାଗ। ଗିରଫ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes