ହକି ବିଶ୍ବକପ୍: ଆଜି ଦୁଇଟି କ୍ବାଟର ଫାଇନାଲ

ଭୁବନେଶ୍ୱର କଳିଙ୍ଗଷ୍ଟାଡିୟରେ ଆଜି ପ୍ରଥମ କ୍ବାଟର ଫାଇନାଲ ଇଂଲଣ୍ଡ-ଜର୍ମାନୀ ଓ ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ ନେଦରଲାଣ୍ଡ-କୋରିଆ ମଧ୍ୟରେ ଖେଳାଯିବ।

ବିଶ୍ବକପରେ ୯ମ ସ୍ଥାନ ପାଇଁ ଜାପାନକୁ ଭେଟିବ ଭାରତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes