ଭୁବନେଶ୍ୱରରେ ଅନନ୍ତ ଅମ୍ବାନୀ

ବିଜିନେସ ଟାଇକୁନ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଓଡ଼ିଶା ଆସିଛନ୍ତି ।

କଡ଼ା ସୁରକ୍ଷା ମଧ୍ୟରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଅନନ୍ତ । ପରେ ଭୁବନେଶ୍ବର ଫେରି ମୁମ୍ବାଇ ଫେରିଯିବେ । ନିକଟରେ ଅନନ୍ତଙ୍କର ନିର୍ବନ୍ଧ ରାଧିକା ମର୍ଚାଣ୍ଟଙ୍କ ସହ ସରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes