ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ତାଳଚେର ଝିଅ

ଅନୁଗୋଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧୮ ନମ୍ୱର ୱାର୍ଡ଼ ଅନ୍ତର୍ଗତ ହାଣ୍ଡିଧୁଆର ଡ.ତୃପ୍ତିମୟୀ ପ୍ରଧାନ(ସୂର୍ଗତ ଅଚଳ ସାହୁ ଙ୍କ ଏକମାତ୍ର ଝିଅ) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes