ପଥଚାରୀଙ୍କୁ ଧକ୍କା ଦେଲା ବାଇକ, ତିନି ମୃତ

ସମ୍ବଲପୁର ଏନଏଚ -53 ର ବରେଇପାଲି ଠାରେ ଆଜି ସନ୍ଧ୍ୟାରେ ହୀରାକୁଦରୁ ସମ୍ବଲପୁର ଯାଉଥିବା ଏକ ଦ୍ରୁତଗାମୀ ବାଇକ ଜଣେ ପଥଚାରୀଙ୍କୁ ଧକ୍କା ଦେବା ପରେ ପଥଚାରୀଙ୍କ ସମେତ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି l
ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes