ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ଢେଙ୍କାନାଳ ଝିଅର ସଫଳତା

ଢେଙ୍କାନାଳର ଝିଅ ଶ୍ୱେତପତ୍ରା ବିଶ୍ୱାଳ ଆଜି ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ସଫଳତା ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ରାଜ୍ୟରେ ୧୩୨ ରାଙ୍କ ରହିଥିବା ଜଣାପଡିଛି । ସେ ବଣସିଂହ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶଚୀକାନ୍ତ ବିଶ୍ୱାଳ ଓ ଗୋବିନ୍ଦପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁଙ୍କ ଝିଅ ହେଉଛନ୍ତି ଶ୍ୱେତପତ୍ରା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes