ଓଡ଼ିଶା ପାଇଁ ୫ ହଜାର ଟାଓ୍ୱାର: ଅଶ୍ୱିନୀ

5G ସେବାର ଶୁଭାରମ୍ଭ ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୫ ହଜାର ଟାଓ୍ୱାର ୭ ହଜାର ଗାଁକୁ ମୋବାଇଲ ସେବା ସଂଯୋଗ ହେବ।

ଆଜି ପ୍ରଥମ ପର୍ଯ୍ୟାୟରେ ଶହେଟି ଟାଓ୍ୱାର ଉଦଘାଟନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes