ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ମରା ଘଟଣା, ୩ ଗିରଫ

ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ମରା ଘଟଣାରେ +୨ ଦ୍ୱିତୀୟ ବର୍ଷର ୩ ଛାତ୍ରଙ୍କୁ ଗିରଫ କରିଛି ପୁଲିସ।

ଅଟକ ଥିବା ଜଣେ ନାବାଳକକୁ ସୁଧାର ଗୃହକୁ ପଠାଯାଇଛି। ଗତକାଲି କଲେଜରେ ପ୍ରଥମବର୍ଷ ଛାତ୍ରଙ୍କୁ ମାଡ଼ ମାରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes