ମହିଳା ଏସ୍ଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ

ଭୁବନେଶ୍ୱରରେ ମହିଳା ପୁଲିସ ଏସ୍ଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ଇନୋଭା କାର୍ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ।

୩ ଅଭିଯୁକ୍ତ ଡ୍ରାଇଭର ଭାବେ କାମ କରୁଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes