ଏସ୍‌ସିବିରେ ଏନ୍ଏମସି ଟିମ୍‌

ଏନ୍ଏମସି ପକ୍ଷରୁ ୪ଟି ଟିମ୍‌ରେ ୧୬ ଜଣ ସଦସ୍ୟ କଟକ ଏସ୍‌ସିବି ଆସି ଭିତ୍ତିଭୂମି ଓ ପାଠପଢ଼ା ଯାଞ୍ଚ କରୁଛନ୍ତି।

ମେଡିକାଲ୍‌ କଲେଜର ସବୁ ବିଭାଗ ବୁଲି ଅନୁଧ୍ୟାନ କରୁଛି ଟିମ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes