ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ବାରଣ କଥା ଜାଣିନି ବିଭାଗ: ମନ୍ତ୍ରୀ

ସୂଚନା ଓ ଲୋକ ସଂପର୍କ ବିଭାଗ ଜାଣିନଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ।ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ଏହି ଉତ୍ତର ରଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ବାରଣ I&PR ବିଭାଗ ଅବଗତ ନାହିଁ, ସରକାରୀ କାର୍ଯ୍ୟକ୍ରମକୁ ମିଡିଆ ନିମନ୍ତ୍ରଣ ଆୟୋଜକ ବିଭାଗ ଦେଇଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes