ଅର୍ଚ୍ଚନା ନାଗ୍ଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରି ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି।
ତଦନ୍ତକାରୀ ଅଧିକାରୀଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ନୟାପଲ୍ଲୀ ଥାନା ଅକ୍ଷୟ ପରିଜାଙ୍କ ମାମଲା ନେଇ ରିପୋର୍ଟ ମାଗିଲେ।
Credible Local News of Odisha