ଏନ୍ଏଚ୍ ୫୫ ମରାମତି ଦାବିରେ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଡାକରା

ଏନ୍ଏଚ୍ ୫୫ ମରାମତି ଦାବିରେ କମିଟି ପକ୍ଷରୁ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଡାକରା ଦିଆଯାଇଛି l

ଭୀମଭୋଇ ଛକ ଓ ମେଡିକାଲ ଛକରେ ରାସ୍ତା ଅବରୋଧ କରି ଦୋକାନ ବଜାର ବନ୍ଦ ସହ ଏନ୍ଏଚରେ ଅଟକି ରହିଛି ଶହ ଶହ ଗାଡ଼ି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes