ଗୁଣିି ସନ୍ଦେହରେ ପିଟି ମାରିଦେଲେ

ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ
ଗୋଟିଏ ପରିବାରର ବାପା ଓ ୨ ପୁଅଙ୍କୁ ବାନ୍ଧି ପିଟିଲେ
ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁ ଦାଣ୍ଡରେ ପଡ଼ିରହିଛି ମୃତଦେହ l

୨ ପୁଅ ଗୁରୁତର ହୋଇ ଟିକିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes