ଆସନ୍ତା 5 ରୁ 15 କୋଣାର୍କରେ ପ୍ରବେଶ ଶୁଳ୍କ ଛାଡ଼

ଆସନ୍ତା 5 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ରହିବ ବୋଲି ଆଜି କର୍ତ୍ତୃପକ୍ଷ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes