ଏଟିଏମ୍ କାର୍ଡ଼ ଜରିଆରେ ସପିଙ୍ଗ ମଲ୍ କିମ୍ବା ଅନ୍ୟ କୌଣସି ସ୍ଥାନରେ ଯଦି କୌଣସି ଜିନିଷ କ୍ରୟ କରୁଛନ୍ତି ତେବେ ସେଠାକାର କର୍ମଚାରୀ ଏଟିଏମ୍ ପିନ୍ ମାଗିଲେ, ଏଟିଏମ୍ ପିନ୍ ଦେବା ପରିବର୍ତ୍ତେ ନିଜେ ଲୁକ୍କାୟିତ ଭାବେ ଏଟିଏମ୍ ପିନ୍ ଟାଇପ କରନ୍ତୁ l
ଏନେଇ ଆଜି ଓଡ଼ିଶା ପୁଲିସ ପକ୍ଷରୁ ସଚେତନତା କରାଯାଇଛି l