ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର; ପୁଲିସର ତଦନ୍ତ ଜାରି

ବାଲେଶ୍ଵର ଜିଲ୍ଲା ସୋର ଥାନା ବାରିକପୁର ନିକଟ ନାଳରେ ଆଜି ସକାଳେ ଜଣେ ଅପରିଚିତ ଯୁବକର ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ମୃତ୍ୟୁର କାରଣ ଓ ମୃତକର ପରିଚୟ ଜାଣିବାକୁ ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes