ବଡଗଡ ବ୍ରୀଟ୍ କଲୋନୀରେ କଂକ୍ରିଟ୍ ଡ୍ରେନ୍ ପାଇଁ ଶୁଭ

ଭୁବନେଶ୍ବର ୱାର୍ଡ ନମ୍ବର ୫୭ ବଡଗଡ ବ୍ରୀଟ୍ କଲୋନୀରେ କଂକ୍ରିଟ୍ ଡ୍ରେନ୍ ଓ କଭର୍ ସ୍ଲାପ୍ ନିର୍ମାଣ ପାଇଁ ଶୁଭ ଦିଆଯାଇଥିବା ବେଳେ ଏହି ଅବସରରେ ସ୍ଥାନୀୟ କର୍ପୋରେଟର ସନ୍ତୋଷ କୁମାର ସିଂ ଙ୍କ ସହିତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes