ଏକାମ୍ର କ୍ଷେତ୍ରର ବିକାଶ ପାଇଁ 156 ମୋଟି ଟଙ୍କା ମଞ୍ଜୁର

ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଆଜି ରାଜ୍ୟ କ୍ୟାବିନେଟରେ 156 କୋଟି 21 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l ଏଏହି କାମ 18 ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes