ଆପାର୍ଟମେଣ୍ଟ ମାଲିକାନା ପାଇଁ ନୂତନ ଅଧିନିୟମ କ୍ୟାବିନେଟରେ ଗୃହୀତ

ରାଜ୍ୟରେ ପୁର୍ବରୁ ଲାଗୁ ହୋଇଥିବା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମରେ ଅନେକ ପରିଚାଳନାଗତ ଅବ୍ୟବସ୍ଥା ଥିବାରୁ ଏହାକୁ ପ୍ରତ୍ୟାହାର କରି ରାଜ୍ୟ କ୍ୟାବିନେଟରେ ଆଜି ନୂତନ ଅଧିନିୟମକୁ ମଞ୍ଜୁରୀ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes