ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏସଏଚଜିଙ୍କୁ ଋଣ ସୁଧ ଫେରାଇବା ପାଇଁ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

୧୨୫ କୋଟିର ସୁଧ ରିହାତି ବାଣ୍ଟିବେ ସରକାର। ଏଥିରେ ଉପକୃତ ହେବେ ୨.୫ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନଶକ୍ତି ସ୍ଳେଗାନ ନୁହେଁ ବରଂ ଜୀବନଧାରା ପାଲଟିଛି। ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes