ଯାଜପୁରରେ ମିଶନ ଶକ୍ତି ଭବନ ଲାେକାର୍ପିତ

ଯାଜପୁରରେ ଓଡ଼ିଶାର ଆଜି ପ୍ରଥମ ମିଶନ ଶକ୍ତି ଭବନ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ମିଶନ ଶକ୍ତି ଭବନ ଉଦଘାଟନ କରିବେ ନବୀନ ପଟ୍ଟନାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes