ଗୋହିରା ଡ଼୍ୟାମରେ ବୁଡ଼ି ଜଣେ ବ୍ୟକ୍ତି ନିଖୋଜ

ଦେବଗଡ଼ ଗୋହିରା ଡ଼୍ୟାମରେ ବୁଡ଼ି ବରଘାଟ ଗାଁର ନୀଳାମ୍ବର ସ୍ୱାଇଁ ନିଖୋଜ ଅଛନ୍ତି।

ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes