ଅଲ ଇଣ୍ଡିଆ ଚେସ ଫେଡେରେସନ ପକ୍ଷରୁ ୧୦ଜଣିଆ ଉଚ୍ଚ ସ୍ତରୀୟ ସମିତି ଗଠନ କରାଯାଇଥିବା ବେଳେ ଏଥିରେ କିଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସଦସ୍ୟ ଭାବେ ନିଆଯାଇଛି।
ଗତ ୧୫ବର୍ଷ ଧରି ଚେସର ବିକାଶ କ୍ଷେତ୍ରରେ କିଟ ଓ କିସର ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ନିଆଯାଇଛି ।