ଆଜିଠୁ ଯୁକ୍ତଦୁଇ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାୟନ

ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଆଜିଠୁ ରାଜ୍ୟର ୧୦୦ମୂଲ୍ୟାୟନ କେନ୍ଦ୍ରରେ ୮ହଜାରରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଉତ୍ତର ଖାତା ମୂଲ୍ୟାୟନ କରିବେ ।

ପ୍ରଥମ ପର୍ଯ୍ୟାୟ ତୁଳନାରେ ଏଥର ଅନଲାଇନ ମୂଲ୍ୟାୟନ କେନ୍ଦ୍ର ଗୋଟିଏ ହ୍ରାସ ପାଇଛି ମାତ୍ର ଅଫଳାଇନରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes