ରାସ୍ତାପାର ବେଳେ ହାତୀପଲକୁ ଧକ୍କା ଦେଲା ପିକଅପ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ବଡ଼ରମା ରେଞ୍ଜ୍ ବଞ୍ଜାରୀ ନିକଟରେ ଏକ ହାତୀପଲ ଗତକାଲି ରାସ୍ତା ପାର ବେଳେ ଧକ୍କା ଦେଲା ପିକ୍ଅପ୍ ।

ପିକ୍ଅପ୍ ଧକ୍କାରେ ଗୋଟିଏ ହାତୀ ଆହତ ହୋଇଥିବା ସୂଚନା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes