ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନର ଏକଜିକ୍ୟୁଟିଭ କମିଟି ପ୍ରାର୍ଥୀତ୍ୱ ପାଇଁ ସାଂସଦ ଅପରାଜିତା ମନୋନୀତ

୧୭୮ ଦେଶରୁ ୧୫ ସଦସ୍ୟଙ୍କୁ ନେଇ ଏକଜିକ୍ୟୁଟିଭ୍ କମିଟି ଗଠନ ହେବାକୁ ଥିବାବେଳେ ଏଥିପାଇଁ ଅକ୍ଟୋବରରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେବ।

ପ୍ରତିନିଧିତ୍ବ ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes