ଡି.ଆଇ.ସି କାର୍ଯ୍ଯାଳୟକୁ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି

କଳାହାଣ୍ତି ଜିଲ୍ଲାର ଡି.ଆଇ.ସି କାର୍ଯ୍ଯାଳୟକୁ ଗୋଟିଏ ନନ ଏସି କମରସିଆଲ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ମଇ ମାସ ୨୬ତାରିଖ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes