କଳାହାଣ୍ତି ଜିଲ୍ଲା ଥୁ.ରାମପୁର ପଞ୍ଚାୟତ ସମିତି ଅଧିନସ୍ଥ କିଆପଦର ଠାରେ ଏକ ଅପ ଗ୍ରେଡେଡ ହାଇସ୍କୁଲ ନିର୍ମାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।
ଯାହାର ଅଟକଳ ପରିମାଣ ୪୯,୦୩,୧୦୯ଟଙ୍କା ରହିଛି ଏବଂ ଆଶାୟୀ ମଇ ମାସ ୩୧ ତାରିଖ ଯାଏ ବିଡ ଆବେଦନ କରିପାରିବେ।
Credible Local News of Odisha