ଆସନ୍ତାକାଲି ରାଜଧାନୀରେ ଅଟୋ, କାର ଧର୍ମଘଟ

ଆସନ୍ତାକାଲି ଗୁରୁବାର ଭୁବନେଶ୍ୱରରେ କୌଣସି ଅଟୋ ଏବଂ ଭଡା କାର ଚଳାଚଳ କରିବ ନାହିଁ ବୋଲି ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ କୁହାଯାଇଛି l

ଆଜି ଡ୍ରାଇଭର ମହାସଂଘର ଆନ୍ଦୋଳନରେ ଅଟୋ ମହାସଂଘ ସାମିଲ ହୋଇନଥିବାରୁ ଅଟୋ ଡ୍ରାଇଭର ମାନଙ୍କୁ ଅପମାନ ଦିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି ଳ ଏହା ପ୍ରତିବାଦରେ ଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ ରଖି ଡ୍ରାଇଭର ମାନେ ପିଏମଜିରେ ଧାରଣା ଦେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes